ଶିକ୍ଷାର ବିକାଶ ଓ ପ୍ରସାରଣ ପାଇଁ ମାନସିକ ଚିନ୍ତନ ଓ ସୁଜନଶକ୍ତି ଏକାନ୍ତ ଆବଶ୍ୟକ | ଏହି ଧାରାକୁ ବହନ କରି ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର,
ଖଲ୍ଲିକୋଟ ପ୍ରୟାସରତ,ଏହା ମୁଁ ଅନୁଭବ କରେ | ଜିଲ୍ଲା ତଥା ଜିଲ୍ଲା ବାହାରର ଛାତ୍ରଛାତ୍ରୀଙ୍କୁ ନେଇ ଶିକ୍ଷାକେନ୍ଦ୍ର ଉପରୋକ୍ତ ଚିନ୍ତାଧାରାକୁ କାର୍ଯ୍ୟ
କରିବାରେ ଆଗେଇ ଚାଲିଛି |
ସଭାପତି
ଶ୍ରୀ ଚକ୍ରପାଣି ସ୍ୱାଇଁ